ଦୀପାବଳି ଅମାବାସ୍ୟା ପିଣ୍ଡ ଦାନ ଓ ବଡ଼ବଡ଼ିଆ ଡାକ 🙏✨
Published
ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ତିଥିରେ ଆପଣଙ୍କ ପିତୃପୁରୁଷଙ୍କ ଆତ୍ମାର ସଦଗତି ଏବଂ ଆଶୀର୍ବାଦ ପାଇଁ ପିଣ୍ଡ ଦାନ, ପୟାଶ୍ରାଦ୍ଧ ଏବଂ ବଡ଼ବଡ଼ିଆ ଡାକ ପୂଜା ନିମନ୍ତେ ଯୋଗାଯୋଗ କରନ୍ତୁ। ବେଙ୍ଗାଲୁରୁର ସମସ୍ତ ଅଞ୍ଚଳରେ ଶାସ୍ତ୍ରୋକ୍ତ ବିଧି ଅନୁଯାୟୀ ଓଡ଼ିଆ ରୀତିନୀତିରେ ପୂଜାକାର୍ଯ୍ୟ ସମ୍ପନ୍ନ କରାଯିବ। 📥 ବୁକିଂ ତଥା ଅଧିକ ସୂଚନା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ: • ଓଡ଼ିଆ ନନା: ରାକେଶ ପଣ୍ଡା Business account name-odia pandit Rakesh Panda • ସ୍ଥାନ: ବେଙ୍ଗାଲୁରୁ (ସମସ୍ତ ଅଞ୍ଚଳ ପାଇଁ ଉପଲବ୍ଧ)