Skip to content
Bangalore, Karnataka, 560067

Business hours

Odia Pandit Bengaluru Rakesh Panda

Monday
24 hours
Tuesday
24 hours
Wednesday
24 hours
Thursday
24 hours
Friday
24 hours
Saturday
24 hours
Sunday
24 hours

You can anytime during the day with your query.

Latest Posts & Updates

Fresh stories, announcements and offers about Pujari, straight from our business.

🌺 ମାର୍ଗଶିର ମାସର ଲକ୍ଷ୍ମୀ ପୂଜା 🌺

🙏 ଜୟ ମା' ଲକ୍ଷ୍ମୀ 🙏 ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା' ଲକ୍ଷ୍ମୀଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହ ପୂଜା କରନ୍ତୁ। ମା'ଙ୍କ କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଧନଧାନ୍ୟ ଭରି ରହୁ। 🌺 ବେଙ୍ଗାଳୁରୁରେ ଓଡ଼ିଆ ପରମ୍ପରା ଅନୁଯାୟୀ ଶୁଦ୍ଧ ବିଧିବିଧାନ ସହ ଲକ୍ଷ୍ମୀ ପୂଜା ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ପୂଜା ପାଇଁ ଯୋଗାଯୋଗ କରନ୍ତୁ। ଓଡ଼ିଆ ପୁରୋହିତ – ରାକେଶ ପଣ୍ଡା 📞 7892764116 🙏 ଆପଣଙ୍କ ଭରସା, ଆମର ସେବା।

🌺 ମାର୍ଗଶିର ମାସର ଲକ୍ଷ୍ମୀ ପୂଜା 🌺 post imageRead full post

ଦୀପାବଳି ଅମାବାସ୍ୟା ପିଣ୍ଡ ଦାନ ଓ ବଡ଼ବଡ଼ିଆ ଡାକ 🙏✨

ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ତିଥିରେ ଆପଣଙ୍କ ପିତୃପୁରୁଷଙ୍କ ଆତ୍ମାର ସଦଗତି ଏବଂ ଆଶୀର୍ବାଦ ପାଇଁ ପିଣ୍ଡ ଦାନ, ପୟାଶ୍ରାଦ୍ଧ ଏବଂ ବଡ଼ବଡ଼ିଆ ଡାକ ପୂଜା ନିମନ୍ତେ ଯୋଗାଯୋଗ କରନ୍ତୁ। ବେଙ୍ଗାଲୁରୁର ସମସ୍ତ ଅଞ୍ଚଳରେ ଶାସ୍ତ୍ରୋକ୍ତ ବିଧି ଅନୁଯାୟୀ ଓଡ଼ିଆ ରୀତିନୀତିରେ ପୂଜାକାର୍ଯ୍ୟ ସମ୍ପନ୍ନ କରାଯିବ। 📥 ବୁକିଂ ତଥା ଅଧିକ ସୂଚନା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ: • ଓଡ଼ିଆ ନନା: ରାକେଶ ପଣ୍ଡା Business account name-odia pandit Rakesh Panda • ସ୍ଥାନ: ବେଙ୍ଗାଲୁରୁ (ସମସ୍ତ ଅଞ୍ଚଳ ପାଇଁ ଉପଲବ୍ଧ)

ଦୀପାବଳି ଅମାବାସ୍ୟା ପିଣ୍ଡ ଦାନ ଓ ବଡ଼ବଡ଼ିଆ ଡାକ 🙏✨ post imageRead full post

ଜୟ ଜଗନ୍ନାଥ! 🙏

ମୁଁ ଓଡ଼ିଆ ପଣ୍ଡିତ ରାକେଶ ପଣ୍ଡା। ବେଙ୍ଗାଲୁରୁର ସମସ୍ତ ସ୍ଥାନରେ ଯେକୌଣସି ପ୍ରକାରର ପୂଜାପାଠ ଏବଂ ବୈଦିକ କର୍ମକାଣ୍ଡ ପାଇଁ ଆପଣ ମୋ ସହିତ ଯୋଗାଯୋଗ କରିପାରିବେ। ବୁକିଂ ଏବଂ ଅଧିକ ସୂଚନା ପାଇଁ ତଳେ ଦିଆଯାଇଥିବା "Call Now" ବଟନ୍ ଉପରେ କ୍ଲିକ୍ କରନ୍ତୁ କିମ୍ବା ଆମକୁ ମେସେଜ୍ କରନ୍ତୁ। Jay Jagannath! 🙏 Mu Odia Pandit Rakesh Panda. Bengaluru re samasta prakar puja-patha pain mu uplabdh achhi. Booking pain evan adhika janiiba pain tala diajaithiba "Call Now" button upare click kari joga-jog karantu.

Read full post

You’ve reached the end of these updates.